ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ନୂଆ ବର୍ଷ ପୂର୍ବରୁ ବେଆଇନ ନିଶା କାରବାର ଉପରେ ଅବକାରୀ ବିଭାଗର କଡ଼ା ନଜର,ବିଧାନସଭା ରେ ଅବକାରୀ ସଚିବଙ୍କ ପ୍ରତିକ୍ରିୟା
ନୂଆ ବର୍ଷ ପୂର୍ବରୁ ବେଆଇନ ନିଶା କାରବାର ଉପରେ ଅବକାରୀ ବିଭାଗର କଡ଼ା ନଜର । ଫୋକସରେ ଭାଙ୍ଗ ଓ ଗଞ୍ଜେଇ । ବେଆଇନ ମଦ କାରବାର ବନ୍ଦ କରିବା ପାଇଁ ମଧ୍ୟ ପଦକ୍ଷେପ ନେବ ଅବକାରୀ ବିଭାଗ । ଏହି ସମୟରେ ଭାଙ୍ଗ ଓ ଗଞ୍ଜେଇ ଚାଷକୁ ନଷ୍ଟ କରିବା ପାଇଁ ଲକ୍ଷ୍ୟ ରଖିଚି ଅବକାରୀ ବିଭାଗ । ଜିଲ୍ଲାପାଳ ମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ଏସଟିଏଫ ଓ ଅବକରୀ ବିଭାଗ ମିଳିତ ଭାବେ କରିବେ ଚଢ଼ାଉ । ଏଥିପାଇଁ ଜଏଣ୍ଟ ଟିମ୍ ଗଠନ ହୋଇଛି । ସେହିପରି ଜିରୋ ନାଇଟ ସେଲିବ୍ରେଶନ ବେଳେ ବି ରହିବ କଡ଼ା ନଜର ।