ସାଉଥଆଫ୍ରିକା ଆନ୍ତର୍ଜାତୀୟ ମଡ଼ର୍ଣ୍ଣ ପେଣ୍ଟାଥଲନ ଚାମ୍ପିୟାନସିପ ଦୌଡ଼ ଯୁକ୍ତ ସନ୍ତରଣ ଓ ସୁଇମିଂ, ସୁଟିଂରେ ମେଡାଲ ପାଇଲେ ନାକଟିଦେଉଳ ପୁଅ.ନାକଟିଦେଉଳ ବ୍ଲକ ଉପରମୁଣ୍ଡା ଗ୍ରାମର ଯୁବ ପ୍ରତିଭା ଅମୀୟ କୁମାର ପ୍ରଧାନ ସାଉଥ ଆଫ୍ରିକାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମଡ଼ର୍ଣ୍ଣ ପେଣ୍ଟାଥଲନ ଚାମ୍ପିଅନ ସିପରେ ଦୌଡ଼ ଯୁକ୍ତ ସନ୍ତରଣ ଓ ସୁଇମିଂ ଓ ସୁଟିଙ୍ଗ ପ୍ରତିଯୋଗିତାରେ ରବିବାର ସକାଳେ ୨ଟି ରୌପ୍ୟ ମେଡାଲ ପାଇ ଆମ ଦେଶ ପାଇଁ ଗୌରବ ଆଣିଛନ୍ତି । ଗତ ଡିସେମ୍ବର ୮ ରୁ ୧୪ ତାରିଖ ମଧ୍ୟରେ ସାଉଥ ଆଫ୍ରିକାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅମୀୟ ଭାଗ ନେଇ ସିନିୟର ବିଭାଗରେ ୨ୟ ସ୍ଥାନ ଅଧୂକାର ସହ