କ. ନୁଆଗାଁ ଠାରେ 5ଲକ୍ଷ ଟଙ୍କା ର ଦାମି ମଦ ଚରା କୁ ଜବତ କରି ମାମଲା ରୁ ରୁଜୁ କରାଯାଇଥିବା ନେଇ ସୁଚନା ମିଳିଛି ଏହା ସୁଚନା ଟି ଥାନାରୁ ସମବାର ଅପରାହ୍ନ 4ଘଣ୍ଟିକା ରେ ସୁଚନା ମିଳିଛି, ସୁଚନା ମୁତାବକ ଗଟାଏ ଗଟାଏ ମଦ ମଦର ମୁଲ୍ୟ 35ହଜାର ରୁ ଆରମ୍ଭ, ଏହି ମଦ ଗୁଡିକ ବିନା ବିଲ୍ ରେ ବ୍ରହ୍ମପୁର ରୁ ରାୟପୁର ଯାଇଥିଲା, ଯାହାର ଖବର ପୁର୍ବତନ SDPO ରାମେନ୍ଦ୍ର ପ୍ରସାଦ ପାଖରେ ପହଞ୍ଚିଥିଲା ପରେ ନୁଆଗାଁ ଆଇ. ଆଇ. ସି ଙ୍କ ନେତୃତ୍ୱ ଏହି ମଦ କୁ ସିଜ୍ କରାଯାଇ ଜଣକ ନାମରେ ମାମଲା ରୁଜୁ କରାଯାଇଛି