ଧମା: ଧମା ସ୍ଥିତ ନୁଆ ଗାଁରେ ପଶ୍ଚିମ ଓଡ଼ିଶା ସଂକୀର୍ତ୍ତନ ପରିଷଦ ର ନୂତନ କମିଟି ଗଠିତ
ଧମା ସ୍ଥିତ ନୁଆ ଗାଁରେ ପଶ୍ଚିମ ଓଡ଼ିଶା ସଂକୀର୍ତ୍ତନ ପରିଷଦ ର ନୂତନ କମିଟି ଗଠିତ ସମ୍ବଲପୁର ଜିଲ୍ଲା ଧମା ସ୍ଥିତ ନୁଆ ଗାଁରେ ମଙ୍ଗଳବାର ସକାଳେ ପଶ୍ଚିମ ଓଡିଶା ସଂକୀର୍ତନ ପରିଷଦ ତରଫରୁ ଆଜି ୩ ବର୍ଷ ପରେ ପୁଣି ଥରେ ନୂତନ କମିଟି ଗଠନ କରାଯାଇଛି। ଏଥିରେ ସଭାପତି ଭାବେ ହେମନ୍ତ କୁମାର ମହାପାତ୍ର, ଉପସଭାପତି ଲୋକନାଥ ମିଶ୍ର, ସମ୍ପାଦକ ମାନଭଞ୍ଜନ ନାୟକ, କୋଷାଧକ୍ଷ ବଳରାମ ମହାନା, ସହ କୋଷାଧକ୍ଷ ଅରୁଣ ସାହୁ, ମୁଖ୍ୟ ଉପଦେଷ୍ଟା ଶ୍ରୀକର ମିଶ୍ର, ରାଜେନ୍ଦ୍ର ଅଗ୍ରୱାଲ, ରାଜେନ୍ଦ୍ର ବେହେରା, ଲଳିତ ଭୋଇ, କରମଚାନ୍ଦ ମହାନ୍ତି, ରୋହିତ ପ୍ରଧାନ, ଧନଜୟ ବାରିକ, ପ୍ରଚାର ପ୍ରସାର କମିଟି ମୁଖ୍