ମାଲକାନଗିରି: ଆସନ୍ତାକାଲି ପାଇଁ ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ପବନକୁ ନେଇ ଜିଲ୍ଲାକୁ ଅରେଞ୍ଜ ୱାରନିଂ ଜାରିକଲା ଆଞ୍ଚଳିକ ପାଣିପାଗ ବିଭାଗ
Malkangiri, Malkangiri | Sep 12, 2025
ଆସନ୍ତାକାଲି ପାଇଁ ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ପବନକୁ ନେଇ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାରନିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।...