Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଡାବୁଗାଁ: ପାପଡାହାଣ୍ଡି ବ୍ଲକ ମାଟ୍ରିକ ଟପର ହେଲେ ଦେବସ୍ମିତା

Dabugan, Nabarangpur | May 2, 2025
ଶୁକ୍ରବାର ମାଟ୍ରିକ ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶିତ ହୋଇଛି ଏଥିରେ ପାପଡାହାଣ୍ଡି ବ୍ଲକ ମଇଦଲପୁର ସରକାରି ହାଇସ୍କୁଲର ଛାତ୍ରୀ ଦେବସ୍ମିତା ସ୍ୱାଇଁ ବ୍ଲକ ଟପର ହୋଇଛନ୍ତି | ମୋଟ 600 ମାର୍କ ରୁ 544 ମାର୍କ ରଖି A1 ଗ୍ରେଡ଼ରେ ଉତ୍ତିର୍ଣ ହୋଇଛନ୍ତି | ଏହା ଜଣାପଡିବା ପରେ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି | ସେ ଦେବରାଜ ସ୍ୱାଇଁ ଓ ସାଇନରା ମହାନ୍ତିଙ୍କ ଝିଅ ଅଟନ୍ତି | ଉଭୟ ଶିକ୍ଷକ ଶିକ୍ଷୟତ୍ରୀ ଅଟନ୍ତି | ନିଜର କଠିନ ପରିଶ୍ରମ ଓ ସମସ୍ତଙ୍କ ଆଶ୍ରିବାଦ ଯୋଗୁଁ ଏହି ସଫଳତା ପାଇଥିବା କହିଛନ୍ତି | ପରୀକ୍ଷା ଫଳା ଫଳ ଜଣାପଡିବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି |

MORE NEWS

ଡାବୁଗାଁ: ପାପଡାହାଣ୍ଡି ବ୍ଲକ ମାଟ୍ରିକ ଟପର ହେଲେ ଦେବସ୍ମିତା - Dabugan News