ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଖେମାଲୋଏ ଖେଲପଡିଆ ଠାରେ ଜିଲ୍ଲା ସ୍ତରୀୟ 15 ତମ ଡ ରମେଶ ପ୍ରସାଦ ମେମୋରିଆଲ କ୍ରିକେଟ ତୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି l ପ୍ରଥମ। ସେମୀରେ ଖେମାଲୋଏ କୁ ହରାଇ ଉଲୁଣ୍ଡା ଏବଂ ଦ୍ଵିତୀୟ ସେମୀରେ ସିଂଢୋଲ କୁ ହରାଇ ଦେଉଲମୁଣ୍ଡା ଦଳ ଫାଇନାଲରେ ପ୍ରବେଶ କରିଥିଲେ l ଫାଇନାଲ ଖେଳରେ ଉଲୁଣ୍ଡା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ 6 ଓଭରରେ 4 ଉଇଲେଟ ହରାଇ 65 ରନ କରିଥିଲେ l ଏହାର ଜବାବରେ ଦେଉଳମୁଣ୍ଡା ଦଳ 5.4 ଓଭାରରେ 3 ଉଇକେଟ ହରାଇ ଆବଶ୍ୟକ।ରନସଂଗ୍ରହ କରି ଚାମ୍ପିଅନ ହୋଇଥିଲାl ଖେଳକୁ ନୀତେଶ ବେହେରା ଏବଂ ରମାକାନ୍ତ ପଢାନ ପରିଚାଳନା କରିଥିଲେ l ଦ