ବରଗଡ: ପଧାନପାଲି ଠାରେ ପଧାନପାଲିରୁ ଜମୁର୍ଡା ପର୍ଯ୍ୟନ୍ତ ରାସ୍ତା ଉନ୍ନତିକରଣ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବରଗଡ ବିଧାୟକ
Bargarh, Bargarh (Baragarh) | Sep 10, 2025
ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଦ୍ୱାରା ଅନୁମୋଦିତ ୩ କୋଟି ଟଙ୍କା ଅନୁଦାନରେ ବରଗଡ଼ ଅନ୍ତର୍ଗତ ପଧାନପାଲିରୁ ଜମୁର୍ଡା ପର୍ଯ୍ୟନ୍ତ ରାସ୍ତା...