ସୋନପୁର: ସୋନପୁରରେ ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହା ବିଦ୍ୟାଳୟ ପକ୍ଷରୁ କୁନ୍ଦୁରୁ କୁଶଳ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ
ଆଜି ଅପରାହ୍ନ ଏକ ଘଣ୍ଟା ସମୟରେ ସୁବର୍ଣ୍ଣପୁର ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ଠାରେ ସୋନପୁରର ପୂର୍ବତନ ବିଧାୟକ ବିଧାୟକ ସ୍ବର୍ଗତ କୁନ୍ଦୁରୁ କୁଶଳଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ, ଅଧ୍ୟକ୍ଷା ରିତା ରାଣୀ ପୂଜାରୀଙ୍କ ପୌରହିତ୍ୟରେ ପାଳନ ହୋଇ ଯାଇଛି l ସଧାରଣ ଭାବରେ ଏହା ଏକ ସ୍ମୁତି ସଭା ଥିଲା ମାତ୍ର ଆଜିର ପୀଢ଼ିର ଛାତ୍ରୀ ମାନଙ୍କ ଭିତରେ ସ୍ଵର୍ଗତ କୁନ୍ଦୁରୁ କୁଶଳଙ୍କ ସୋନପୁର ପ୍ରତି ତ୍ୟାଗ ଉତ୍ସର୍ଗ,ବଳିଦାନ, ମାଟି ପ୍ରତି ମମତାର ମହା ଦ୍ରୁମର ମଞ୍ଜି