ଫୁଲବାଣୀ ସହର: ନନ୍ଦଗିରି ନିକଟ ମୁଖ୍ୟ ରାସ୍ତାରେ ବୁଲୁଅଛି ଦୁଇଟି ଜଙ୍ଗଲୀ ଦନ୍ତା ହାତୀ, ଘଉଡ଼ାଇବା ପାଇଁ ବନ ବିଭାଗ sajabaj
Phulabani Town, Kandhamal | Sep 3, 2025
ନନ୍ଦଗିରି ନିକଟ ମୁଖ୍ୟ ରାସ୍ତାରେ ବୁଲୁଅଛି ଦୁଇଟି ଜଙ୍ଗଲୀ ଦନ୍ତା ହାତୀ, ଲୋକେ ଭୟଭୀତ. ରାତିରେ ରାସ୍ତାରେ ଥିବାରୁ ଯାତାୟତ ବାଧାପ୍ରାପ୍ତ...