କୋରାପୁଟ ଜିଲ୍ଲାର ବାର୍ ଟି ସ୍ଥାନରେ ଗୋଦାବରୀସ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କୋରାପୁଟ ସହର..ଆଜି ଦିନ ବାର ଟା ସମୟରେ ଓଡ଼ିଶାରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ଶହେ ଅଠର ଟି ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଇ କ୍ରମରେ କୋରାପୁଟ ଜିଲ୍ଲାର ବାର ଟି ସ୍ଥାନ ରେ ଏଇ ନୂତନ ବିଦ୍ୟାଳୟ ପାଇଁ ଭିତ୍ତି ପ୍ରସ୍ତର କରଯାଇଚି। କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ର ଡୁମାଗୁଡା ରେ ଗୋଦାବରୀଶ ଆଦରସ ପ୍ରାଥମିକ ବିଦ୍ୟା