ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା କୁଲାଗଡ ଗାଁ ନିକଟରେ ଭାରସାମ୍ଯ ହରାଇ ଏକ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା କୁଲାଗଡ ଗାଁ ନିକଟରେ ଭାରସାମ୍ଯ ହରାଇ ଏକ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା କୁଲୁ ଭୂୟାଁ ଉକ୍ତ ଯୁବକଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ରେ ଚିକିତ୍ସିତ ପାଇଁ ଭର୍ତି କରିଛନ୍ତି । ତେବେ ଘଟଣାଟି ଆଜି ଦିନ 12 ଘଣ୍ଟ ସମୟରେ ଘଟିଥିବା ବେଳେ ଗୁରୁତର ଯୁବକ ଜଣକ ଏବେ ସୁସ୍ଥ ଥିବା ଖବର ମିଳିଛି ।