ଗୁରୁବାର ଅପରାହ୍ନ ପ୍ରାୟ ୪ ଟାରେ କୁଳିଅଣା ବ୍ଲକ ଅନ୍ତର୍ଗତ ଡୁମୁରଢିଆ ଗ୍ରାମପଞ୍ଚାୟତର ଅନ୍ଧାରୀ ଗ୍ରାମର ସେମଲେଦ ବିଦୁ ଚନ୍ଦନ କ୍ଲବ ଆନୁକୁଲ୍ଯରେ ଅନୁଷ୍ଠିତ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗଦେଇ ଥିଲେ।