ରବିବାର ଅପରାହ୍ନ ପ୍ରାୟ ୪ ଟାରେ ମହିଳା ଓ ପୁରୁଷ ଜଣକ କୌଣସି କାମରେ ବାଇକ ଯୋଗେ ଯାଉଥିବା ବେଳେ, ଉଦଳା- ବାରିପଦା ରାଜ୍ୟ ରାଜପଥ ତେରମାଇଲ ଛକ ନିକଟରେ ଭାରସାମ୍ୟ ହରାଇ ସାରସକଣା ବିଧାୟକଙ୍କ କାର୍ ସେମାନଙ୍କୁ ଧକ୍କା ଦେଇଥିଲା। ଧକ୍କା ପରେ ବିଧାୟକଙ୍କ ଗାଡ଼ିଟି ନିକଟରେ ଥିବା ଏକ ଗଛରେ ମଧ୍ୟ ପିଟି ହୋଇଥିଲା। ଏଥିରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି।