ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ଐତିହାସିକ ଧ୍ୱଜାରୋହଣ ଅବସରରେ ଆଜି ସୁବର୍ଣ୍ଣପୁର ଜିଲ୍ଲାର ତରଭା ନୂଆପଡା ହନୁମାନ ମନ୍ଦିର ପ୍ରାଙ୍ଗଣ ରେ ଆଜି ସାମୁହିକ ହନୁମାନ ଚାଳିଶା ପଠନ ଓ ରାମଲାଲ ଙ୍କ ଭଜନ କାର୍ଯ୍ୟକ୍ରମ ତଥା ଆଳତୀ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ କୁ ସ୍ୱୟଂ ସେବକ ମାଙ୍ଗେଲାଲ ଅଗ୍ରୱାଲ, ରାମ ନାରାୟଣ ସାହୁ ଙ୍କ ସମେତ ସମସ୍ତ ହନୁମାନ ଚାଳିଶା କମିଟି ର କର୍ମକର୍ତା ଉତ୍ସାହିତ ଥିଲେ। ଅଯୋଧ୍ୟା ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ RSS ପ୍ରଧାନ ମୋହନ ଭାଗବତ ଏହି କାର୍ଯ୍ୟକ୍ରମ କୁ ସମ୍ପାଦକ କରିଛନ୍ତି