ବରପାଲି ଠାରେ ଗଟାଏ ଦିନ ରେ ତିନି ଜାଗାରେ ଚୋର କୁ ଧରି ପୁଲିସ ଦେଲେ ଗ୍ରାମବାସୀ, ସୁଚନା ମୁତାବକ ଶନିବାର ବିଳମ୍ବିତ ରାତିରେ ସଦର ଥାନା ଅଞ୍ଚଳର ବରପାଲି ଗ୍ରାମରେ ଏହି ଚରି ହଇଥିବା ବେଳେ, ରବିବାର ସକାଳ 7ଘଣ୍ଟିକା ସମୟରେ ଜାଣିବା ପରେ ଜଣକୁ କାବୁ କରି ସଦର ଥାନା ରେ ଜିମା ଦେଇଛନ୍ତି ଗ୍ରାମବାସୀ,ତେବେ ପୁଲିସ ଏକ ତିନି ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରାଯାଇଛି