ବିଜେପୁର: ବିଜେପୁର ବିଜେପି ତରଫରୁ ଜିଲ୍ଲା ସଭାପତିଙ୍କୁ ସ୍ୱାଗତ
ବିଜେପୁର ବିଜେପି ତରଫରୁ ଜିଲ୍ଲା ସଭାପତିଙ୍କୁ ସ୍ୱାଗତ ବିଜେପୁର: ଭାରତୀୟ ଜନତା ପାର୍ଟି ବିଜେପୁର ତରଫରୁ ଆଜି ଗୁରୁବାର ଜିଲ୍ଲା ସଭାପତି ଡ଼ ଅରୂପାନନ୍ଦ ସାହୁଙ୍କୁ ବିଜେପୁର କାର୍ଯ୍ୟାଳୟରେ ଉତ୍ସାହପୂର୍ଣ୍ଣ ସ୍ୱାଗତ କରାଯାଇଛି। ସଭାପତିଙ୍କ ଆଗମନକୁ ନେଇ କାର୍ଯ୍ୟାଳୟ ପରିସରରେ ଦଳୀୟ କର୍ମୀ ଓ ସମର୍ଥକମାନଙ୍କ ମଧ୍ୟରେ ଖୁସିର ମହଳ ପ୍ରକାଶ ପାଇଥିଲା।କାର୍ଯ୍ୟକ୍ରମରେ ବିଜେପୁର ନଗର ମଣ୍ଡଳ ସଭାପତି ମହେଶ ଦେବତା, ରାଜ୍ୟ କାଉନସିଲ ସଦସ୍ୟ ଶ