ଟିଟିଲାଗଡ: କଂଗ୍ରେସ ଦଳ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ସମୟରେ ଆସିଲା ଟ୍ରକ - ବ୍ୟାଙ୍କ ଛକ ଠାରେ ଟ୍ରକ ଅଟକାଇ ଯୁବ କଂଗ୍ରେସ କର୍ମୀ କଲେ ବିରୋଧ ।
Titlagarh, Balangir | Jul 17, 2025
ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁରଜ ବେହେରାଙ୍କ ନେତୃତ୍ବରେ ସ୍ଥାନୀୟ ବ୍ୟାଙ୍କ୍ ଛକ ଠାରେ ମଧ୍ୟ ଆନ୍ଦୋଳନ କରି ରାସ୍ତା ଅବରୋଧ...