ଭଟଲି: କମଗାଁ କଲେଜରେ ଭଟଲୀ ବିଇଓଙ୍କ କାର୍ଯ୍ୟାଳୟ ତରଫରୁ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ, ଯୋଗଦାନ କଲେ ବିଇଓ
Bhatli, Bargarh (Baragarh) | Jul 23, 2025
ଆଜି କମଗାଁ ମହାବିଦ୍ୟାଳୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ତରଫରୁ ଏକ ସାମର୍ଥ୍ୟ ଗଠନ ଓ ବୃଦ୍ଧି ପାଇଁ ଏକ କର୍ମଶାଳା ଅନୁଷ୍ଠିତ...