ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ୪ ଅଭିଯୁକ୍ତଙ୍କ ସରିଲା ୨ ଦିନିଆ ରିମାଣ୍ଡ ଅବଧି। ଶନିବାର ଅପରାହ୍ନରେ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଗଲେ ୪ ଅଭିଯୁକ୍ତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଅଭିଯୁକ୍ତ କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ, ଉମା ବିଷୋୟୀ ଓ ଯୋଗୀ ରାଉତଙ୍କୁ ୨ ଦିନିଆ ରିମାଣ୍ଡରେ ନେଇ ଜେରା ମୁହାଁମୁହିଁ ଜେରା କରିଥିଲା ପୋଲିସ। ଚାରି ଅଭିଯୁକ୍ତଙ୍କୁ ପୁଲିସ କୋର୍ଟରେ ହଜାର କରି ପୁଣି ଜେଲକୁ ପଠାଇଛି ।