କୋରାପୁଟ ସହର: ଆସନ୍ତା ୨୪ ଯାଏଁ ୩୨୬ନଂ ଜାତୀୟ ରାଜପଥ ବଙ୍ଗଳା ଗୁଡ଼ା ବ୍ରିଜ୍ ନିର୍ମାଣ କାର୍ଯ୍ୟ ଯୋଗୁଁ ଯାତାୟାତ ବନ୍ଦ ସୂଚନା ଦେଲେ ଅତିରିକ୍ତ ଜିଲ୍ଲାପାଳ
କୋରାପୁଟ_ରାୟଗଡା ୩୨୬ ନଂ ଜାତୀୟ ରାଜପଥ ବଙ୍ଗଳା ଗୁଡ଼ା ନିକଟ ଚବେରୀ ନଦୀ ଉପରେ ପୋଲ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ କାମ ଆରମ୍ଭ ହୋଇଥିବାରୁ ଆଜିଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ସକାଳ ୯ ଟାରୁ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ଯାତାୟତ ବନ୍ଦ ରଖା ଯାଇଥିବା ଆଜି ଦିନ ୨ଟା ସମୟରେ କୋରାପୁଟରେ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ।