ବେ ଆଇନ୍ ଭାବେ ମୁଜାଗଡ ଅଞ୍ଚଳ ର ଏକ ହାଇୱା ରେ ବାଲି ଚାଲାଣ ହେଉଥିବା ବେଳେ ଟିକାବାଲି ପୋଲିସ ସହର ପାଖରୁ ଧରିବାରେ ସଫଳ ହୋଇଅଛି।ସୂଚନା ଯୋଗ୍ୟ ଯେ ବିନା ଚାଲାଣ ରେ ବାଲି ନେଉଥିବା ବେଳେ ଟିକାବାଲି ପୋଲିସ ଏକ ହାଇୱ। କୁ ଜବତ କରିବା ସହ ଥାନାରେ 250/2025 ରେ ଏକ ମାମଲା ରୁଜୁ କରିଥିବାର ଜି ଉଦୟଗିରି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।