ଆଠଗଡ: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଠଗଡ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ ନେଇ ପ୍ରତିକ୍ରିୟା ରଖିଲେ ଆଠଗଡ ଅବକାରୀ ଉପ ଅଧୀକ୍ଷକ
ଆଠଗଡ ନିର୍ବାଚନ ମଣ୍ଡଳୀରେ ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ଆଗାମୀ ଦିନରେ ଏହା ବ୍ୟାପକ ପରିମାଣର କରାଯିବା ନେଇ ପ୍ରତିକ୍ରିୟା ରଖିଲେ ଆଠଗଡ ଅବକାରୀ ଉପ ଅଧୀକ୍ଷକ ନିମାଇଁ ଚରଣ ସିଂ।