ଦାରିଙ୍ଗିବାଡ଼ି ବ୍ଲକ୍ ସଭା ଗୃହରେ କନ୍ଧମାଳ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି।ଜିଲ୍ଲାପାଳ ବେଦ ଭୂଷଣ ଙ୍କ ସମତେ ଉପ ଜିଲ୍ଲାପାଳ ପ୍ରଣତି ଦାସ,କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶମ୍ଭୁ ନାଥ ନନ୍ଦୀ,ସ୍ଥାନୀୟ ବିଡ଼ିଓ ,ତହସିଲଦାର,ଥାନା ଅଧିକାରୀ,ପୋଲିସ ବିଭାଗ,ଶିକ୍ଷା ଅଧିକାରୀ ମାନଙ୍କ ସହ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।ବ୍ଲକ୍ ର ବିଭିନ୍ନ ସ୍ଥାନରୁ ବହୁ ବ୍ୟକ୍ତି ଆସି ସେମାନଙ୍କ ଅଭିଯୋଗ କରିଥିଲେ।