ଝାରସୁଗୁଡା: ଝାରସୁଗୁଡାରେ ଏକ Aesthetic କ୍ଲିନିକର ଭବ୍ୟ ଉଦଘାଟନ ଉତ୍ସବରେ ଯୋଗ ଦେଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ
ଡକ୍ଟର ଶିବାଲିକା ଦାଶ ଏବଂ ଡକ୍ଟର ଅନୁରାଧା ଦାସଙ୍କ ଦ୍ୱାରା ଝାରସୁଗୁଡାରେ ପ୍ରତିଷ୍ଠିତ ସୌନ୍ଦର୍ଯ୍ୟ କ୍ଲିନିକ୍ AS Aesthetic - A Unit of Medicazone ର ଭବ୍ୟ ଉଦଘାଟନ ଉତ୍ସବରେ ଆଜି ସନ୍ଧ୍ୟା ଛଅଟା ସମୟରେ ଯୋଗ ଦେଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ। ତେବେ ଏପରି କ୍ଲିନିକ ଝାରସୁଗୁଡା ଜିଲ୍ଲାର ପ୍ରଥମ ହୋଇଥିବା ନେଇ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମତବ୍ୟକ୍ତ କରିଥିଲେ। ଝାରସୁଗୁଡାର ଜନସାଧାରଣଙ୍କ ପାଇଁ ଉନ୍ନତ ସୌନ୍ଦର୍ଯ୍ୟ ଯତ୍ନ ଏବଂ ସୁସ୍ଥତା ସେବା ପହଞ୍ଚାଇବା ଲକ୍ଷ୍ୟରେ ଏହି ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ପ୍ରତିଷ୍ଠାତାଙ୍କୁ ଅଭିନନ୍ଦନ ଜଣାଇବ