କୋଟଗଡ ଠାରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ଏହି କାଯ୍ୟକ୍ରମ ସଟି ରବିବାର ଦିନ12ରୁ ଅପରାହ୍ନ 4ଘଣ୍ଟିକା ପଯ୍ୟନ୍ତ ଚାଲୁ ରହିଥିଲା, କୋଟଗଡ ପୁଲିସ ଥାନା ତରଫରୁ ବିଭିନ୍ନ ସ୍ଥାନରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି |କୋଟଗଡ ବାପୁଜୀ +୨ମହାବିଦ୍ୟାଳୟ ସମ୍ମୁଖରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ ଆସିଥିବା ସାଇବର ରଥକୁ ସ୍ୱାଗତ କରାଯିବା ସହ କୋଟଗଡ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା ରଥକୁ ସ୍ୱାଗତ ସହ ସାଇବର ସୁରକ୍ଷା କାର୍ଟୁନ କୁ ମଧ୍ୟ ସ୍ୱାଗତ କରାଯାଇଥିଲା |ତା ସହ ଜିଲ୍ଲା ସାଇବର ଥାନା ଅଧିକାରୀ ଗେଲି କୁମାରୀ ସାହୁ, କୋଟଗଡ ଥାନା ଅ