ଫୁଲବାଣୀ ସହର: କଟଗଡ IIC ଙ୍କ ଦବଙ୍ଗଗିରି ନ୍ୟାୟ ପାଇଁ ଆସିଥିବା ମହିଳା ଙ୍କୁ ଗାଇଗରୁ ଙ୍କୁ ଘଉଡାଇବା ଭଳି ମହିଳା ମାନଙ୍କୁ କରୁଛନ୍ତି ବ୍ୟବହାର
କଟଗଡ IIC ଙ୍କ ଦବଙ୍ଗଗିରି ଭିଡିଓ ଭାଇରାଲ, ନ୍ୟାୟ ପାଇଁ ଆସିଥିବା ମହିଳା ଙ୍କୁ ଗାଇଗରୁ ଙ୍କୁ ଘଉଡାଇବା ଭଳି ମହିଳା ମାନଙ୍କୁ କରୁଛନ୍ତି ଏହିଭଳି ବ୍ୟବହାର, ସରକାର ମହିଳା ଙ୍କୁ ସମ୍ମାନ ଦେବାକୁ ଏହି ଭିଭିଓ ଦେଖିଲେ ବୁଝି ପାରେବେ କେମେତି ଗ୍ରାମାଞ୍ଚଳରେ ମହୀଳା ଙ୍କୁ କେମିତି ମିଳୁଛି ସମ୍ମାନ, ଗୁରୁବାର ଅପରାହ୍ନ 3ଘଣ୍ଟିକା ସମୟରେ ଏହିପରି ହଇଥିବା ନେ ଅଭିଯୋଗ ହଇଛି, ଦେଖନ୍ତୁ କଟଗଡ IIC ଆନନ୍ଦ ପାତ୍ର ଙ୍କ ଏହି ଭିଡିଓ, ଏବଂ କଣ ରଖିଛନ୍ତି ପିଡିତା ମତାମତ