ପୋଡିଆ: ପଡିଆରେ ସ୍ଵାଧୀନତା ଦିବସ ଅବସରରେ ସ୍ଵଚ୍ଛତା ସପ୍ତାହ ପାଳନ, ଅଙ୍ଗନବାଡ଼ୀ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ହେଲା ସଫେଇ କାର୍ଯ୍ୟକ୍ରମ
Podia, Malkangiri | Aug 14, 2025
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଵାଧୀନତା ଦିବସ ଅବସରରେ ସ୍ଵଚ୍ଛତା ସପ୍ତାହ ପାଳନ କରାଯାଇଛି। ଏଥିପାଇଁ ଅଗଷ୍ଟ ୮ ତାରିଖ...