ଜଟଣୀ: ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ମହୋତ୍ସବ ନେଇ ଜଟଣୀ ରାମଚନ୍ଦ୍ରପୁର ବଜାରରେ ଜଟଣୀ ମୁନିସିପାଲିଟି ଚେୟାରମ୍ୟାନ ରଖିଲେ ପ୍ରତିକ୍ରିୟା
Jatani, Khordha | Aug 20, 2025 ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ମହୋତ୍ସବ ନେଇ ଜଟଣୀ ରାମଚନ୍ଦ୍ରପୁର ବଜାରରେ ଜଟଣୀ ମୁନିସିପାଲିଟି ଚେୟାରମ୍ୟାନ ଅନନ୍ତ ବେହେରା ପ୍ରତିକ୍ରିୟା ରଖିଛନ୍ତି | ସେ ଆଜି ରାତି 9 ଘଣ୍ଟିକା ସମୟରେ ପ୍ରତିକ୍ରିୟା ରଖିଛନ୍ତି |