ଆଠଗଡରେ ନିର୍ବାଚନ ଆଚରଣ ବିଧି ଉଲଘଂନ ହେଉଥିବା ବେଳେ ଆଠଗଡ଼ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ପ୍ରଶାନ୍ତ କୁମାର ତରାଇ ଙ୍କୁ ଅଭିଯୋଗ କଲେ କୈାଣସି ସୁଫଳ ମିଳୁନାହିଁ। ଯାହାକୁ ନେଇ ଜଣେ ଭାରତୀୟ ଜନତା ପାର୍ଟିର ଜଣେ ସକ୍ରିୟ କର୍ମୀ ନାଗରିକର କର୍ତ୍ତବ୍ୟ କରିବାକୁ ଯାଇ କଳାପତାକା ଧରି ଆନ୍ଦୋଳନ କରୁଛନ୍ତି ନିର୍ମଳ କୁମାର ପତ୍ରି।