ଡ଼ାକ୍ତର ଖାନା ରେ ନାହାନ୍ତି ଡାକ୍ତର ଫେରି ଗଲେ ରୋଗୀ ହସ୍ପିଟାଲ୍ ଗେଟ ରେ ତାଲା ଦେଇ ପ୍ରତିବାଦ..l ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲା ର ସ୍ଵାସ୍ଥ୍ୟ କେନ୍ଦ୍ର କୁ ତାଲା। ହସ୍ପିଟାଲ୍ ରୁ ଡାକ୍ତର ନ ଥିବାରୁ ଫେରିଗଲେ ରୋଗି। ତୁଷୁରା ଡ଼ାକ୍ତର ଖାନା ଗେଟ ରେ ତାଲା ଦେଇ ପ୍ରତିବାଦ କଲେ ଲୋକେ। ବଲାଙ୍ଗୀର ଜିଲ୍ଲା ଧାନ ଘରା ଠାରେ ଗୋଟିଏ ବାଇକ୍ ଆରୋହୀ ଦୁର୍ଘଟଣା ଗ୍ରସ୍ତ ହେବାରୁ ଚିକିତ୍ସା ପାଇଁ ତୁଷୁରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ। କିନ୍ତୁ ହସ୍ପିଟାଲ ର ତାଲା ଖୋଲି ନ ଥିଲା କି ରୋଗୀ କୁ ସ୍ତ୍ରେଚର ଟିଏ ଦେଇ ନଥିବାରୁ ଅସନ୍ତୋଷ ବୃଦ୍ଧି ପାଇଥିଲା।