ନର୍ଲା: ନର୍ଲା ଠାରେ ଯଥା ଶିଘ୍ର JMFC କୋର୍ଟ ଖୋଲିବା ପାଇଁ ବିକାଶ ମଞ୍ଚ ନର୍ଲା ପ୍ରତିନିଧି ଦଳ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ
ଆଜି ବୁଧବାର ଦିନ ପୂର୍ବାହ୍ନ ଏଗାର ଘଣ୍ଟା ସମୟରୁ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ବିକାଶ ମଞ୍ଚ ନର୍ଲା ର ଏକ ପ୍ରତିନିଧି ଦଳ ଭବାନୀପାଟଣା ଗ୍ରସ୍ତ କରି କଳାହାଣ୍ଡି ଜିଲାପାଳ ଙ୍କୁ ସାକ୍ଷାତ କରି ନର୍ଲା ଠାରେ କଥା ଶିଘ୍ର JMFC କୋର୍ଟ ଖୋଲିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି