ଝାରପୋଖରିଆ: ନାଗରିକତା ତ୍ଯାଗ ପାଇଁ ବାଙ୍ଗିରିପୋଷି ବିଡ଼ିଓଙ୍କ ମାଧ୍ୟମରେ ନିର୍ବାଚନ ଆୟୋଗ ଙ୍କୁ ଦାବିପତ୍ର ପ୍ରଦାନ କଲେ ୫ ପଞ୍ଚାୟତବାସୀ
ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକର ବଡ଼ଗାଁ, ନିଶ୍ଚିନ୍ତା, ବ୍ରାହ୍ମଣ ଗାଁ, ଦିଘି, ଚାକିଡି ପରି ପାଞ୍ଚଟି ପଞ୍ଚାୟତର ଶତାଧିକ ଆଦିବାସୀ ନାଗରିକତା ତ୍ୟାଗ ପାଇଁ ମଙ୍ଗଳବାର ଦିନ ପ୍ରାୟ ୧୨ଟାରେ ସ୍ଥାନୀୟ ବିଡ଼ିଓ ଓ ତହସିଲଦାରଙ୍କ ମାଧ୍ୟମରେ ନିର୍ବାଚନ ଆୟୋଗଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।