ପଦ୍ମପୁର: ଓଡ଼ିଶା ଜୀବିକା ମିଶନ ଇ.ସି. ସଂଘ ତରଫରୁ ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ରେ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ
ପୁନଃ ଗଠନ ଏବଂ ନେତୃତ୍ବ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ କୁ ନିୟମାନୁଯାୟୀ ଇସି ମେମ୍ବର ସଭାନେତ୍ରୀ, ସମ୍ପାଦିକା ମାନଙ୍କର ପୁନଃ ଗଠନ ପ୍ରକିୟା କୁ ସାମୟିକ ଭାବେ ସ୍ଥଗିତ ରଖିବା ପାଇଁ ଅନୁରୋଧ କରିଛନ୍ତି।କାରଣ ଇସି ମାନେ ସ୍କୁଟର ଯୋଜନାରେ ଋଣ ଗ୍ରସ୍ତ ହୋଇ ମାନସିକ ଚାପରେ ଥିବା ବେଳେ ସେମାନଙ୍କ ପ୍ରତି ସରକାର ସମ୍ବେଦନଶୀଳ ହୋଇ ନୂତନ ଗାଇଡଲାଇନ ଅନୁଯାୟୀ ତିନି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ନିମନ୍ତେ ଇସି ମାନଙ୍କୁ ସୁଯୋଗ ଦେବା ପାଇଁ ଇସି ସଂଘ ପକ୍ଷରୁ ଗତ 31.3.2025 ରେ ସାମ୍ବାଦିକ ସମ୍ମିଳନୀମାଧ୍ୟମରେ ନିବେଦନ କରାଯାଇଥିଲା। ଏନେଇ ଆଜି ସୋମବାର 12ଟା 33 ମିନିଟ ସମୟରେ ପଦ