ବୀରମହାରାଜପୁର ବ୍ଳକ ଅନ୍ତର୍ଗତ ପିତା ମହୁଲ ପଅଞ୍ଚୟତର କୁଞାମହୁଲ ଗ୍ରାମ ଠାରେ ଜିଲ୍ଲା ଡୁମାଳ ପରିଷଦ ସୁବର୍ଣ୍ଣପୁର ଏବଂ ପିତା ମହୁଲ କେନ୍ଦ୍ର ପକ୍ଷରୁ ପୂର୍ବତନ ସଭାପତି ସ୍ବର୍ଗତ ଶରତ ଗାଇଗରିଆଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆଜି ଅପରାହ୍ନ 2ଟା ସଅମୟରେ ଅନୁଷ୍ଠିତ ହୋଇଯାଇଅଛି, l ପିତା ମହୁଲ କେନ୍ଦ୍ର ସଭାପତି ଶ୍ରୀକାନ୍ତ କର୍ମୀ ଙ୍କ ସଭାପତିତ୍ବରେ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଉପ ସଭାପତି ଲୋକନାଥ ମାହାର ଏବଂ ସମ୍ମାନିତ ଅତିଥି ଭାବରେ, ଜିଲ୍ଲା ସଭାପତି ଅଶ୍ଵିନୀ କୁମାର ମହାକୁର, ପୂର୍ବତନ ସୁବଳୟା କଲେଜ ଅଧ୍ୟକ୍ଷ ଭୋଳା ନାଥ କର୍ମୀ, ଖଣ୍ଡହତ