ପାରଳାଖେମୁଣ୍ଡି: ଏସପିଙ୍କ କାର୍ଯ୍ୟାଳୟ ପାରଳାଖେମୁଣ୍ଡି ଠାରେ ହୋମଗାର୍ଡ ନିଯୁକ୍ତିରୁ ବାଦ ପଡ଼ିଥିବା ଆଶାୟୀଙ୍କ ବିକ୍ଷୋଭ
Paralakhemundi, Gajapati | Aug 16, 2025
ଗଜପତି ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତି ପାଇଁ ତାଲିକା ଘୋଷଣା କରାଯାଇଥିଲା।ଏହି ତାଲିକାରେ ୧୪୪ଜଣ ବଦଳରେ ୧୨୮ ଜଣ ହୋମଗାର୍ଡଙ୍କୁ ନିଯୁକ୍ତି ଦେବା...