ବେତନଟୀ ବଜାର ଉପକଣ୍ଠ ଆମ୍ବଯୋଡ଼ାସ୍ଥିତ କୁଷ୍ଠ କଲୋନୀରେ ଅସହାୟ ଏବଂ ଗରୁଡବସାସ୍ଥିତ ପରିବର୍ତ୍ତନ ଭିନ୍ନକ୍ଷମ ସ୍କୁଲରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ଶନିବାର ଅପରାହ୍ନ ଚାରିଟାରେ କମ୍ବଳ ବଣ୍ଟନ କଲେ ବଡ଼ସାହି ନିର୍ବାଚନ ମଣ୍ଡଳୀର ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି l ରାଜ୍ୟରେ ପ୍ରବଳ ଶୀତ ଲହରୀ ଜାରି ରହିଥିବା ବେଳେ ତାପମାତ୍ରାରେ ଅହେତୁକ ହ୍ରାସ ପାଇଁ ଜାଡରେ ସମଗ୍ର ମୟୁରଭଞ୍ଜ ଜିଲ୍ଲା ଥରୁଛି l