ଆଜି ଭୁବନେଶ୍ଵର ଠାରେ ଚାଲୁଥିବା ପ୍ରାଥମିକ ଶିକ୍ଷକ ମହାସଂଘ ଦ୍ବାରା ଆୟୋଜିତ ମହା ସମାବେଶରେ ସୋହେଲା ବ୍ଲକରୁ ମଧ୍ଯ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି । ସୋହେଲା ବ୍ଲକ ସଭାପତି ଆଶୁତୋଷ ପାତ୍ରଙ୍କ ନେତୃତ୍ବରେ ବ୍ଲକରୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି । ଦାବି ହାସଲ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ରାଜ୍ଯ ନେତୃତ୍ବ ସୂଚନା ଦେଇଥିବା ଜଣାଯାଏ, ଆପଣ ଦେଖୁଛନ୍ତି ପାଖାପାଖି 12 PM ର ଦୃଶ୍ୟ