ଢେଙ୍କାନାଳ ସଦର: ହତ୍ୟା ଘଟଣାରେ ଅଭିଯୁକ୍ତ ବାବାଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ସିଭିଲ କୋଟ
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନାରେ ସେପ୍ଟେମ୍ବର ୨୦୨୨ରେ ବିଶ୍ଵନାଥ ପାତ୍ର ଏତଲା ଦେଇଥିଲେ ।ତାଙ୍କ ପୁଅ ଉଦ୍ଧବ ପାତ୍ରଙ୍କୁ ଚୈତନ୍ୟ ଆଶ୍ରମ ନିକଟରେ ସାମନ୍ୟ ବଚସାରୁ ଦାଶରଥି ବେହେରା (ବାବା)ଗଡୁ ସାହାର୍ଯ୍ୟରେ ପିଟିପିଟି ହତ୍ୟା କରିଥିଲେ । ଏହାକୁ ଆଧାର କରି ପୋଲିସ ତଦନ୍ତ କରିଥିଲା । ସାକ୍ଷି ପ୍ରମାଣକୁ ଆଧାର କରି ଅଭିଯୁକ୍ତ ବାବାଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ସିଭିଲ କୋଟ ବୋଲି ସନ୍ଧ୍ୟା ୭ଟାରେ