ସୁକିନ୍ଦା: ତ୍ରିଜଙ୍ଗାରେ ଯୁବ ମୋର୍ଚା ସଭାପତି ଅଶୋକ ପାତ୍ରଙ୍କ ପିତାଙ୍କ ଦେହାନ୍ତ
Sukinda, Jajpur | Sep 15, 2025 ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦି ବ୍ଲକ ଅଧିନସ୍ଥ ତ୍ରିଜଙ୍ଗା ପଞ୍ଚାୟତର ବିଜେପି ଯୁବ ମୋର୍ଚାର ସଭାପତି ଅଶୋକ ପାତ୍ରଙ୍କ ବାପାଙ୍କ ଦେହାନ୍ତ ଖବର ପାଇ ତାଙ୍କ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀଙ୍କ ସୁପୁତ୍ର ତଥା ଯୁବ ସଙ୍ଗଠକ ସବ୍ୟସାଚୀ ବଳସାମନ୍ତ ତାଙ୍କ ବାସଭବନରେ ପହଞ୍ଚି ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତୀ ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟ ରେ ପ୍ରାର୍ଥନା କରିଥିବା ସୋମବାର ଦିବା 2 ଘଟିକା ସମୟରେ ଦେଖିବାକୁ ମିଳିଛି ।