ପୁରୀ ମ୍ୟୁନିସିପାଲଟି: ପୁରୀ ହୋଟେଲ ସମୁଦ୍ର କୂଳ ସେକ୍ଟର 4ରେ ଓଡ଼ିଆ ପଯ୍ୟଟକ ସମୁଦ୍ରରେ ବୁଡିଯିବା ବେଳେ ଉଦ୍ଧାର କଲେ ଲାଇଫ ଗାର୍ଡ l
Puri M, Puri | Sep 10, 2025
ସମୁଦ୍ର ଲହଡି ମାଡ଼ରେ ଭାସିଗଲେ ପଯ୍ୟଟକ ଉଦ୍ଧାର କଲେ ଲାଇଫ ଗାର୍ଡ l ଆଜି ପୁରୀ ହୋଟେଲ ସମୁଦ୍ର କୂଳ ସେକ୍ଟର 4 ଚାରି ରେ ଜଣେ ପଯ୍ୟଟକ ସମୁଦ୍ର...