ଜୁନାଗଡ: ଗୋଲାମୁଣ୍ଡା ବ୍ଲକ ଅଞ୍ଚଳ ରେ 24 ଘଣ୍ଟା ମଧ୍ୟରେ 80ମିଳିମିଟର ବର୍ଷା ରେକଡ଼
ଗୋଲାମୁଣ୍ଡା ବ୍ଲକ ଅଞ୍ଚଳ ରେ 80ମିଳିମିଟର ବର୍ଷା ରେକଡ଼ ଆଜି 3ତାରିଖ ଶୁକ୍ରବାର ସକାଳ 10ଟାରେ ଆଞ୍ଚଳିକ ପାଣିପାଗ ବିଭାଗ ର ସୂଚନା ଅନୁସାରେ 24ଘଣ୍ଟା ମଧ୍ୟରେ ଗୋଲାମୁଣ୍ଡା ବ୍ଲକ ରେ 80ମିଳିମିଟର ବର୍ଷା ରେକଡ଼ କରାଯାଇଛି ତେବେ ଗତ କାଲି ସନ୍ଧ୍ୟା ରୁ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବାରୁ ଉଦନ୍ତୀ ନଦୀରେ ବନ୍ୟା ଜଳ ଅପରାହ୍ନ 4ଟା ସୁଦ୍ଧା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ତେବେ 24ଘଣ୍ଟା ମଧ୍ୟରେ ଗୋଲାମୁଣ୍ଡା ବ୍ଲକ ରେ 80ମିଳିମିଟର ବର୍ଷା ରେକଡ଼ କରାଯାଇଥିବା ବେଳେ ଏହା ଏକ ଇତିହାସ ବୋଲି ପ୍ରାପ୍ତ ସୂଚନା ରୁ ପ୍ରକାଶ ତେବେ