ଛତ୍ରପୁର: ପଟ୍ଟା ବଣ୍ଟନ ପାଇଁ ସରକାର ନେଉଛନ୍ତି ଅନେକ କିଛି ବଡ଼ ପଦକ୍ଷେପ, କନିସି ଠାରେ ପ୍ରତିକ୍ରିୟା ରଖିଲେ ରାଜସ୍ବ ମନ୍ତ୍ରୀ
ରାଜ୍ୟ ସରକାର ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି ।ସୋମବାର ଅପରାହ୍ନରେ କନିସି ଠାରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।