ସୋନପୁର: ବାଲେଶ୍ବର ଠାରେ ଚାଲିଥିବା ୬୯ତମ ରାଜ୍ୟ ସ୍ତରୀୟ ଖେଳକୁଦରେ ଆଜି ବାଜିମାରିଲେ ସୋନପୁର ର ଖେଳାଳି ବିଭିନ୍ନ ସ୍ଥାନରୁ ଶୁଭେଚ୍ଛା ର ବାର୍ତ୍ତା
ବାଲେଶ୍ବର ଠାରେ ଚାଲିଥିବା ୬୯ତମ ରାଜ୍ୟ ସ୍ତରୀୟ ଖେଳକୁଦରେ ଆଜି ବାଜିମାରିଲେ ସୋନପୁର ର ଖେଳାଳି ବିଭିନ୍ନ ସ୍ଥାନରୁ ଶୁଭେଚ୍ଛା ର ବାର୍ତ୍ତା ସୂଚନାଯୋଗ୍ୟ ଯେ ଆଜି ବାଲେଶ୍ବର ଠାରେ ଆରମ୍ଭ ହୋଇଥିବା ୬୯ତମ ଖେଳକୁଦ ପ୍ରତିଯୋଗିତା ସକାଳ 10.30 ଆରମ୍ଭ ହୋଇ ସନ୍ଧ୍ୟା5.30. ଶେଷ ହେବା ଶୁଦ୍ଧା ସୋନପୁର ର କମାଲ ଦେଖିବାକୁ ମିଳିଛି । ଆଜି ପ୍ରଥମ ଦିନରେ 3000ମି ରେ ଯୋଗେଶ ନନ୍ଦ ପ୍ରଥମ ସ୍ଥାନ ପାଇ ଗୋଳ୍ଡ ମେଡେଲ ପାଇଥିବା ବେଳେ, 600ମି.ରେ ସୁମନ୍ତି ରାଜହଂସ ପ୍ରଥମ ସ୍ଥାନ ପାଇ ଗୋଳ୍ଡ ମେଡେଲ ପାଇଥିବା ବେଳେ 600ମି. ବାଳକ ବିଭାଗରେ ପ୍ରିତମ ନାଗ ଦ୍ବିତୀୟ ସ୍ଥାନ