ଭଦ୍ରକ ଗ୍ରାମାଞ୍ଚଳ: ଅସରାଏ ବର୍ଷାରେ ବ୍ୟାଙ୍କ ସମ୍ମୁଖରେ ପାଣି ପାଇଁ ଯାତାୟତ ରେ ଅସୁବିଧା। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବନ୍ତ ସ୍ଥିତ ଚାଇଁପୁର ସେବା ସମବାୟ ରେ
Bhadrak Rural, Bhadrak | Jul 11, 2025
ଅସରାଏ ବର୍ଷାରେ ବ୍ୟାଙ୍କ ସମ୍ମୁଖରେ ପାଣି ପାଇଁ ଯାତାୟତ ରେ ଅସୁବିଧା। ଫଳରେ ବ୍ୟାଙ୍କ ଓ ସମବାୟ ସମିତି କୁ ଆସୁଥିବା ଲୋକ ମାନେ ଅସୁବିଧାରେ...