ବୀରମହାରାଜପୁର: ପଟାଭାଡି ଛକ ନିକଟରେ ଅଟକିଲା ବିଶାଳ ଟେଙ୍କର ଦୀର୍ଘ ସମୟ ଧରି ଟ୍ରାଫିକ ଯାମ୍
ପଟାଭାଡି ଛକ ନିକଟରେ ଅଟକିଲା ବିଶାଳ ଟେଙ୍କର ଦୀର୍ଘ ସମୟ ଧରି ଟ୍ରାଫିକ ଯାମ୍ ।ଆଜି ବଲାଙ୍ଗୀର ପଟରୁ ବୋୖଦ୍ଧ ଆଡ଼କୁ ଯାଉଥିବା ଏକ ଟେଙ୍କର କୋଣସି କାରଣ ବସତହ ଖରାପ ହୋଇ ଯିବାରୁ ଠିକ୍ ପଟାଭାଡି ଛକ ପାଖରେ ଅଟକି ଯାଇଥିଲା।ଯାହା ଫଳରେ ଗୋଟିଏ ରାସ୍ତା ସମ୍ପୂର୍ଣ୍ଣ ଯାମ୍ ହୋଇ ରହିଥିଲା।ଜନସାଧାରଣ ଯିବା ଆସିବାରେ ବହୁତ ଅସୁବିଧାର ସମ୍ବୁଖିନ ହୋଇଥିଲେ।