Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Diwali2025
Pmmsy
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ବାରିପଦା ମ୍ୟୁନିସିପାଲଟି: ବାରିପଦା ସହିଦ ସ୍ମୃତି ଭବନ ଠାରେ ଫ୍ୟୂଚର୍ ଷ୍ଟାର୍ ସ୍ପୋର୍ଟ୍ସ ଏକାଡେମୀର ୬ଷ୍ଠ ବର୍ଷ ପ୍ରତିଷ୍ଠା ଦିବସ ପାଳିତ; ମନ୍ତ୍ରୀଙ୍କ ଯୋଗଦାନ

Baripada M, Mayurbhanj | Oct 22, 2025
ବାରିପଦାର ସହିଦ ସ୍ମୃତି ଭବନ ଠାରେ ବୁଧବାର ଅପରାହ୍ନ ପ୍ରାୟ ୫ଟା ରୁ ସଂଧ୍ୟା ୭ ଟା ଯାଏଁ ଫ୍ୟୂଚର୍ ଷ୍ଟାର୍ ସ୍ପୋର୍ଟ୍ସ ଏକାଡେମୀର ୬ଷ୍ଠ ବର୍ଷ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ।

MORE NEWS