ବୌଦ୍ଧ ସଦର: ମୁର୍ଶୁଣ୍ଢ1 ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଛଡା ଯାଇନାହିଁ କେନାଲ ପାଣି, ଚାଷ କାମ ଠପ ହୋଇଯାଇଥିବା ପ୍ରତିକ୍ରିୟା ଦେଲେ ଚାଷୀ #jansamasya
Baudh Sadar, Boudh (Bauda) | Jul 17, 2025
ଗୁରୁବାର ବୌଦ୍ଧ ବ୍ଲକ ମୁର୍ଶୁଣ୍ଢ1 ଗ୍ରାମ ପଞ୍ଚାୟତ ଅଞ୍ଚଳକୁ ସାଲୁଙ୍କୀ କେନାଲ ପାଣି ଜଳସେଚନ ବିଭାଗ ଛାଡିନଥିବା କାରଣରୁ ଖରିଫ ଧାନ ଚାଷ...