ଝାରସୁଗୁଡା: ଉଡାଣ ଯୋଜନା ର ନଅବର୍ଷ ପୂର୍ତ୍ତି ଅବସରରେ ଝାରସୁଗୁଡା ବିର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ
ଝାରସୁଗୁଡା ସ୍ଥିତ ବିର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପାଳନ କରୁଛି ଉଡାଣ ଯୋଜନା ର ନବମ ବର୍ଷ। ତେବେ ଦେଶର ସମସ୍ତ ଜନସାଧାରଣଙ୍କୁ ବିମାନ ଉଡାଣ ରେ ସାମିଲ କରିବା ସହିତ ସମସ୍ତେ କିପରି ବିମାନ ସେବା ପାଇପାରିବେ ତାକୁ ନେଇ ଆରମ୍ଭ କରାଯାଇଥିବା ଉଡାଣ ଯୋଜନା ର ନଅବର୍ଷ ପୂର୍ତ୍ତି ଅବସରରେ ଆଜି ସନ୍ଧ୍ୟା ସାଢ଼େ ଛଅଟା ସମୟରେ ଝାରସୁଗୁଡା ବିର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ବିମାନ ବନ୍ଦର ନିର୍ଦେଶକ ସମସ୍ତଙ୍କ ସହିତ କେକ କାଟି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଲୋକ