ଘାଟକୁଆରୀ, ସୋରିଷପାଳ, ଗେଣ୍ଡା, ଅସ୍ତବେଡା ରେ ହେଉଥିବା ମୋବାଇଲ ଯୋଗାଯୋଗ (MOBILE NETWORK) ସମସ୍ୟାର ଦୂରୀକରୀଣ ପାଇଁ ଗୁରୁବାର ଦିନ ପ୍ରାୟ ୧୨ଟାରେ BSNL ର ବିଭାଗୀୟ ଅଧିକାରୀମାନେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି ଏବଂ ଘାଟକୁଆରୀ ଗ୍ରାମରେ ଟାୱାର ସମ୍ପୂର୍ଣ ହୋଇଥିବା ବେଳେ ଆଗାମୀ ଦିନରେ ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଯଥାଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି I